ଯାଜପୁର: ଯାଜପୁର ଜିଲ୍ଲା ରେ ଅଭାବ ଧାନ ବିକ୍ରି ଚାଲିଛି l ମଣ୍ଡି ରେ ଧାନ ନ ନେଉ ଥିବାରୁ ଚାଷୀ ବାଧ୍ୟ ହୋଇ ଷୋଳଶାହ ସତର ସହ ଟଙ୍କା ରେ ବେପାରୀ ମାନଙ୍କୁ ବିକ୍ରି କରୁଛନ୍ତି ଟୋକନ କାମ ରେ ଆସୁ ନାହିଁ l ଅଧିକାଂଶ ସମବାୟ ସମିତି ରେ ମଣ୍ଡି ଖୋଲୁ ନାହିଁ l ଯେଉଁ ଅଂଚଳ ରେ ମଣ୍ଡି ଖୋଲୁଛି କାଟିନି ଛଟିନି ନାମ ରେ ଧାନ କାଟୁ ଛନ୍ତି ପ୍ଲାଷ୍ଟିକ ବ୍ୟାଗ ରେ ଭର୍ତି ଧାନ ନେଉ ନାହାନ୍ତି l ସରକାର ଙ୍କ ନିର୍ଦେଶ କୁ ମିଲର ମାନେ ଫୁ କରି ଦେଉଛନ୍ତି ଚାଷୀ ମାନେ ସରକାର ମୂଲ୍ୟ ଧାର୍ଯ୍ୟ ଅନୁସାରେ 3100ଟଙ୍କା ରେ ଧାନ ବିକ୍ରି କରିବା ପହସନ ରେ ପାଲିଟିଛି ମଣ୍ଡି ରୁ ମିଲର ମାନେ ବିଭିନ୍ନ ଆଳ ଦେଖାଇ ଧାନ ନେଉ ନାଁହାନ୍ତି l ଚାଷୀ ମାନଙ୍କୁ ଖଟିନି ଛଟିନି ନାମ ରେ ଶୋଷଣ କରା ଯାଉଛି l ସମଗ୍ର ଯାଜପୁର ଜିଲ୍ଲା ରେ ଚାଷୀ ଆନ୍ଦୋଳନ ଦେଖା ଦେଲାନି ଜିଲ୍ଲା ପାଳ ଙ୍କୁ ଚାଷୀ ମାନେ ଦାପି ପତ୍ର ଦେଉଛନ୍ତି କିନ୍ତୁ ଫଳ ଘର ସୁନୁ ଯାଜପୁର ଜିଲ୍ଲା ପାଳଙ୍କ ଆହୁତ ରେ ରବିବାର ବ୍ୟାସ ନଗର ପୌର ପାଳିକା ସଭା ଗୃହ ରେ ଚାଷୀ ମାନେ ସରକାରୀ ମୂଲ୍ୟ ରେ ଧାନ ବିକ୍ରି କରି ପାରିବେ ସେ ସମ୍ପର୍କ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା l ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ରାୟ ବିଧାୟିକା ପ୍ରମିଳା ମଲ୍ଲିକ, ସୁଜାତା ସାହୁ କୋରେଇ ବିଧାୟକ ବଡ଼ଚଣା ବିଧାୟକ ମିଲର ବିଭାଗୀୟ ପଦସ୍ଥ ଅଧିକାରୀ ଓ ବିଜେପି ଦଳ ର ନେତୃ ଵୁନ୍ଦ ପ୍ରମୁଖ ଉପ ସ୍ଥିତ ରହି ଆଲୋଚନା ହୋଇ ଥିଲା l କିନ୍ତୁ ସମାଧାନ ବାହାରି ପାରି ନ ଥିଲା ମିଲର ମାନେ କିଣି ବା ପାଇଁ କାଟିନି ଛଟିନି ଆଳ ଦେଖlଇ ଧାନ କିଣିବା ପାଇଁ ଅମଙ୍ଗ ହେଉ ଥିବା ର ବୈଠକ ରେ ଦେଖିବାକୁ ମିଳି ଥିଲା l ବିରୋଧୀ ଦଳ ସଚେତକ ପ୍ରମିଳା ମଲ୍ଲିକ କହିଲେ ସରକାର ମିଲର ମର୍ଜରିଚାଲୁ ଛନ୍ତି ଏ ସରକାର ଚାଷୀ ମାରଣ ସରକାର ସାତ ଦିନ ମଦ୍ୟ ରେ ଧାନ କିଣିବା ସମସ୍ୟା ଦୂର ନ ହଲେ ଚାଷୀ ମାନେ ରାଜ ରାସ୍ତା କୁ ଓଲ୍ଲାଇବେ l










