21.1 C
Bhubaneswar
Thursday, February 5, 2026
Homeଓଡିଶାମଣିଷ ବାଘ ଲଢେଇରେ ବାଘର ମୃତ୍ୟୁ

ମଣିଷ ବାଘ ଲଢେଇରେ ବାଘର ମୃତ୍ୟୁ

କଟକ: ମଣିଷ ବାଘ ଲଢେଇ । ମଣିଷ ବାଘ ଲଢେଇରେ ବାଘର ହେଲା ମୃତ୍ୟୁ । କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନାଞ୍ଚଳ ଗାଁରେ କଲରାପତରିଆ ବାଘ ମଣିଷ ଲଢେଇରେ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜୀବନ ବଞ୍ଚାଇବାକୁ ଯାଇ କଲରାପତରିଆ ବାଘ ସହ ମୁହାଁମୁହାଁ ହୋଇଥିଲେ । ବାଘ ଏବଂ ମଣିଷ ଲଢେଇରେ ବାଘର ମୃତ୍ୟୁ ହୋଇଥିବା ବେଳେ ଆକ୍ରଣମରେ ଯୁବକ ଗୁରୁତର ହୋଇଛି । ଆହତ ଯୁବକ ଶୁଭ୍ରାଶୁଂ ଭୋଳ । ଗତକାଲି ରାତିରେ ଶୁଭ୍ରାଶୁଂଙ୍କର ଜୟପୁର ଫାର୍ମରେ ଫସିଥିଲା ଏହି ବାଘ । ଘରେ ପଶି କରିଥିଲା ହଠାତ ଆକ୍ରମଣ । ଘରେ ଥିବା ଛୁରୀରେ ବାଘ ସହ ଲଢିଥିଲେ ଶୁଭ୍ରାଂଶୁ । ଫାର୍ମ ଭିତରେ ଶୁଭ୍ରାଂଶୁଙ୍କୁ ଝାମ୍ପିଥିଲା ବାଘ । ଶେଷରେ ବାଘର ମୃତ୍ୟୁ ହୋଇଥିଲା । ଘଟଣାରେ୍ ଶୁଭାଂଶୁ ଗୁରୁତର ହୋଇ ମେଡିକାଲର୍ଭେର୍ତ୍ତି ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କଲରା ପତରିଆ ବାଘର ମୃତଦେହକୁ ଜବତ କରିଛି ବନ ବିଭାଗ । ସୂଚନା ମିଳିଛି ବାଘଟି ପୂର୍ବରୁ ଖଣ୍ଡିଆ ହୋଇ ଏଣେତେଣେ ଅବସ୍ଥାରେ ବୁଲି ଆକ୍ରମଣ ପାଇ ଉଦ୍ୟମ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking