27.1 C
Bhubaneswar
Wednesday, February 4, 2026
Homeଓଡିଶାଛୁଟି ଦିନରେ କାମ କରିବେ ଆର ଆଣ୍ଡ ବି କର୍ମଚାରୀ

ଛୁଟି ଦିନରେ କାମ କରିବେ ଆର ଆଣ୍ଡ ବି କର୍ମଚାରୀ

କୋରାପୁଟ: ଆର ଆଣ୍ଡ ବି କର୍ମଚାରୀ ଛୁଟିଦିନରେ ଆସି କାମ କରିବେ । ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ରାସ୍ତା ଓ ଗୃହ ନିର୍ମାଣ ଅଧୀକ୍ଷଣ ଯନ୍ତ୍ରୀ । ଆସନ୍ତା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ନିର୍ଦ୍ଦେଶନାମା ବଳବତ୍ତର ରହିବ । ଆର୍ଥିକ ବର୍ଷର ଅନେକ କାମ ବାକି ଥିବାରୁ ଅର୍ଡର ଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking