22.1 C
Bhubaneswar
Friday, January 16, 2026
Homeଓଡିଶାରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାସ୍ତାକଡ଼ରୁ ଯୁବକଙ୍କର ମୃତଦେହ ଉଦ୍ଧାର କଲା ପୁଲିସ। ଜାଲୋଏ-ଉଲୁଣ୍ଡା ରାସ୍ତାର କେଶଲପୁରା ଗାଁ ନିକଟରରେ ରାସ୍ତାକଡ଼ରେ ଦୁର୍ଘଟଣା ଘଟି ଭାରସାମ୍ୟ ହରାଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇ ଥିବା ଜଣା ପଡ଼ିଛି l ସୂଚନା ପାଇ ହିକୁଡି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତ ଯୁବକ ଜଣକ ବୀରମହାରାଜପୁର ଥାନା ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତର ଜମ୍ଭାଲିପାଲି ଗାଁର ମହଜିଦ କର୍ଣ୍ଣ ବୋଲି ଜଣାପଡ଼ିଛି। ମୃତ ଯୁବକଙ୍କ ପାଖରେ ଏକ ବୁଲେଟ ପଡ଼ିଥିବାରୁ ସେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଯୁବକଜଣଙ୍କ ତାଙ୍କ ସମ୍ପର୍କୀୟଙ୍କର ଘର ଉଲୁଣ୍ଡାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ପ୍ରାଣ ହରାଇଥିବା ଲୋକ ଅନୁମାନ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking