29.1 C
Bhubaneswar
Monday, May 18, 2026
Homeଓଡିଶାବ୍ୟକ୍ତିଗତ ହାଜର ହେଲେନି ପିୟୂଷ

ବ୍ୟକ୍ତିଗତ ହାଜର ହେଲେନି ପିୟୂଷ

ଭୁବନେଶ୍ୱର: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ । ଭୁବନେଶ୍ୱର କୋର୍ଟରେ ବ୍ୟକ୍ତିଗତ ହାଜର ହେଲେନି ପୀୟୂଷ । ଓକିଲଙ୍କ ଜରିଆରେ ପୀୟୂଷ କୋର୍ଟରେ ରଖିଲେ ପକ୍ଷ । ସୂର୍ଯ୍ୟମନ୍ଦିର ନାଟ୍ୟ ଅନୁଷ୍ଠାନ ସହ ଦୁଇ ବର୍ଷିଆ ଚୁକ୍ତି ଖିଲାପ ଅଭିଯୋଗରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ କୋର୍ଟର ଆଶ୍ରୟ ନେଇଥିଲେ। କୋର୍ଟ ପୀୟୂଷ ମଞ୍ଚ ଚଢ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏନେଇ ଆଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ଆଜି ପୀୟୂଷ ବ୍ୟକ୍ତିଗତ ଭାବେ କୋର୍ଟର ହଜାର ନ ହୋଇ ଓକିଲ ଜରିଆରେ ନିଜର ହାଜିରା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking