27.1 C
Bhubaneswar
Monday, January 12, 2026
Homeଓଡିଶା୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା ଗିରଫ

୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା ଗିରଫ

ଭୁବନେଶ୍ୱର: କମିଶନରେଟ୍‌ ପୋଲିସ ହାତରେ ଆନ୍ତଃରାଜ୍ୟ ସାଇବର ଲୁଟେରା ଗ୍ୟାଙ୍ଗ୍‌। ୧୨ ଲୁଟେରାଙ୍କୁ କାବୁ କଲା ବଡ଼ଗଡ଼ ଥାନା ଓ ସ୍ପେଶାଲ୍‌ ସ୍କ୍ବାଡ୍‌ ପୋଲିସ। ସାଇବର ଅପରାଧୀମାନେ ହେଲେ ବିହାର, କେରଳ ଓ ଓଡ଼ିଶାର ବାସିନ୍ଦାଗିରଫ ପରେ ଘଟଣାସ୍ଥଳରୁ ପୋଲିସ ୬୦ ମୋବାଇଲ୍‌, ଲାପଟପ୍‌ , ଗିଫ୍ଟ କାର୍ଡ, ଲଟେରୀ କାର୍ଡ ଜବତ କରିଛି। ଭୁବନେଶ୍ୱର ବଡଗଡ଼ ଜଣକ ଘର ଭଡ଼ା ନେଇ ଚଳାଇ ଥିଲେ ଅପରେସନ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking