25.1 C
Bhubaneswar
Monday, January 12, 2026
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଆଜି ନିଜ କାର୍ଯ୍ୟରେ ସମୀକ୍ଷା କରିବେ। ପରିବାର ପାଇଁ ଚିନ୍ତିତ ହେବେ। ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ। ସମ୍ମାନ ହାନୀ ଘଟିପାରେ। ସମସ୍ୟା ବଢ଼ିବାକୁ ଲାଗିବ। ନିଜକୁ ସାନ୍ତ୍ୱନା ଦେବେ।

ବୃଷ: ଆଜି ସହକର୍ମୀଙ୍କୁ ସହାୟତା କରିବେ। ଧର୍ମଭାବନାରୁ ଶାନ୍ତି ମିଳିବ। ଆଶଙ୍କା ଦୂରେଇ ଯିବ। କାର୍ଯ୍ୟରେ ଆନନ୍ଦ ମିଳିବ। ଉଚ୍ଚ ମହଲରେ ପରିଚିତ ହେବେ।

ମିଥୁନ: ସହକର୍ମୀଙ୍କ ପାଇଁ ବ୍ୟସ୍ତ ହୋଇପାରନ୍ତି। କୌଣସି କାର୍ଯ୍ୟରେ ପ୍ରତାରିତ ହେବେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଗୃହ ଉପକରଣ ସଂଗ୍ରହ କରିପାରନ୍ତି। କର୍ମରେ ଦକ୍ଷତା ଦେଖାଇବେ।

କର୍କଟ: ଆଜି ଅନ୍ୟର ନିୟନ୍ତ୍ରଣରେ ରହିପାରନ୍ତି। ଧର୍ମଭାବନାରୁ ଶାନ୍ତି ମିଳିବ। ଯୋଜନାରେ ପରିବର୍ତ୍ତନ କରିବେ। ପରିବେଶ ଲାଭଜନିତ ହେବ। ଚିନ୍ତା ଦୂରେଇ ଯିବ। ଭାତୃ ବିବାଦ ଦେଖାଦେବ।

ସିଂହ: ମାନସିକ ଅଶାନ୍ତି ଭୋଗିବେ। ବିପଦ ସଂକଟରୁ ଦୂରେଇ ଯିବେ। ପରିସ୍ଥିତିରୁ ଆସ୍ଥା ତୁଟିବ। ବିଶ୍ୱାସରେ ହାନି ଘଟିବ। କର୍ମକ୍ଷେତ୍ରରେ ସହାୟତା ମିଳିବ। ଅନ୍ୟ ମନସ୍କତା ଅନୁଭବ କରିବେ।

କନ୍ୟା: ଆଜି ସକାଳୁ ସକାଳୁ ଯୋଗାଯୋଗରେ ପ୍ରଗତି ଘଟିବ। ମନଭିତରେ ଆନନ୍ଦ ସୃଷ୍ଟି ହେବ। ବ୍ୟୟ ବଢ଼ିବାରୁ ବିଚଳିତ ହେବେ। ଯଦି କୌଣସି କାର୍ଯ୍ୟ କରିଛନ୍ତି ତେବେ ସଫଳତା ହାସଲ କରିବେ।

ତୁଳା: ହଠାତ ଚାହୁଥିବା ସହାୟତା ପାଇବେ। ପ୍ରଭାବରେ ବୃଦ୍ଧି ଘଟିବ। ଭାତୃବିବାଦ ଲାଗି ରହିବ। ମାତାଙ୍କ ସ୍ୱାସ୍ଥ୍ୟନେଇ ବ୍ୟସ୍ତ ରହିବେ। ନୂତନ ଜାଗା କ୍ରୟ କରିବେ। ନୂତନ ଜାଗା କ୍ରୟ କରିବାର ସୁଯୋଗ ମିଳିପାରେ।

ବିଛା : ଆଜି କର୍ମ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। ଅପମାନିତ ହେବାର ଯୋଗ ଅଛି। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ପରିସ୍ଥିତି ପ୍ରତି ଉଦାସିନ ରହିବେ। କାର୍ଯ୍ୟରେ ଉନ୍ନତି ହେବ।

ଧନୁ: ଗୃହରେ ଆନନ୍ଦ ପାଇବେ। ଦ୍ରବ୍ୟ ଲାଭ କରିପାରନ୍ତି। ମାନସିକ ବ୍ୟସ୍ତତା ବଢ଼ିବ। କାର୍ଯ୍ୟରେ ଆଗ୍ରହ ବଢ଼ାଇବେ। ଦକ୍ଷତା ଓ ଅଭିଜ୍ଞତା ବଢ଼ିବ। କଳହାଦିରେ ଧନ୍ଦି ହେବେ।

ମକର: ବୃଥା କାର୍ଯ୍ୟରେ ମନ ଦେବେ। ଶୁଭ ବାର୍ତ୍ତା ମିଳିପାରେ। ସ୍ୱାସ୍ଥ୍ୟ ପାଇଁ ବିବ୍ରତ ରହିବେ। ଭାତୃ ବିବାଦ ଲାଗିବ। ବ୍ୟବସାୟ ଲାଭଜନକ ହେବ। ଭୋଜନାଦିରୁ ଆଗ୍ରହ ହରାଇବେ।

କୁମ୍ଭ: ଆଜି ମାଙ୍ଗଳିକ କାର୍ଯ୍ୟରେ ମନ ଦେବେ। କର୍ମ ସଂସ୍ଥାରେ ବ୍ୟାଘାତ ଘଟିବ। ଦେବଦର୍ଶନ କରି ଶାନ୍ତି ପାଇବେ। କୌଣସି ଏକ ଜାଗାକୁ ନେଇ ଅଶାନ୍ତି ଦେଖାଦେବ। ପ୍ରତାରଣାରେ ପଡ଼ିପାରନ୍ତି।

ମୀନ: ଆଜି ନିଜ ମନକୁ ସାନ୍ତ୍ୱନା ଦେବେ। ବିପଦ ଦୂରେଇ ଯିବ। ସହକର୍ମୀଙ୍କ ସାହାର୍ଯ୍ୟ ପାଇବେ। ସ୍ମରଣ ହାନୀ ଘଟିପାରେ। ମାନସିକ ଉତ୍ତେଜନା ଭୋଗିବେ। ବନ୍ଧୁ ସହଯୋଗ ମିଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking