25.1 C
Bhubaneswar
Monday, January 12, 2026
Homeଓଡିଶାସାଲିଆ ସାହିରେ ଅବକାରୀ ରେଡ୍

ସାଲିଆ ସାହିରେ ଅବକାରୀ ରେଡ୍

ଭୁବନେଶ୍ୱର: ଭୁବନେଶ୍ବର ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ । ଚୋରା ଦେଶୀ ମଦ ଭାଟି ଉପରେ ବଡ଼ ଧରଣର ରେଡ୍ କରୁଛି ଅବକାରୀ ବିଭାଗ । ୪ଟି ସ୍ଥାନରେ ୬ ହଜାର ଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ । ରେଡରେ ଅବକାରୀ ଥାନା ଅଧିକାରୀ ଓ ସ୍ବତନ୍ତ୍ର ଟିମ୍ ସାମିଲ ଅଛନ୍ତି । ବିପୁଳ ପରିମାଣର ମଦ, ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସମାଗ୍ରୀ ଜବତ । ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଦେଶୀମଦ ଭାଟି ଠାବ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking