21.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଆସାମରେ ଭୂମିକମ୍ପ ଝଟକା ଅନୁଭୂତ

ଆସାମରେ ଭୂମିକମ୍ପ ଝଟକା ଅନୁଭୂତ

ଆସାମ: ଆସାମରେ ଭୂମିକମ୍ପ ଝଟକା ଅନୁଭୂତ । ଆସାମର ଲଖିମପୁର ଜିଲ୍ଲାରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ଅନୁଯାୟୀ, ଭୂମିକମ୍ପଟି ୦୧:୩୦ ମିନିଟ୍‌ରେ ୧୦ କିଲୋମିଟର ଗଭୀରରେ ଘଟିଥିଲା । ଏହା ପୂର୍ବରୁ ଏହି ସପ୍ତାହ ପ୍ରାରମ୍ଭରେ ଆସାମର ମୋରିଗାଓଁ ଜିଲ୍ଲାରେ ୫.୧ ତୀବ୍ରତାର ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking