33.1 C
Bhubaneswar
Thursday, March 19, 2026
Homeଓଡିଶାଲୁଟ୍ କରି କ୍ୟାବ୍ ଡ୍ରାଇଭର୍ ଗିରଫ

ଲୁଟ୍ କରି କ୍ୟାବ୍ ଡ୍ରାଇଭର୍ ଗିରଫ

ଭୁବନେଶ୍ୱର: ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍‌ ଡ୍ରାଇଭର। କ୍ୟାବ୍ ଡ୍ରାଇଭରକୁ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ୍। ଲୁଟ୍ ହୋଇଥିବା ୨୦ ଲକ୍ଷ ଟଙ୍କାର ହୀରା, ସୁନା ଓ ବିଦେଶୀ ମୁଦ୍ରା ଜବତ। କଟକ ସିଡିଏକୁ କ୍ୟାବ୍‌ ବୁକ୍‌ କରି ଯିବା ବେଳେ ଲୁଟ୍‌ର ଶିକାର। ପେଟ୍ରୋଲ ପମ୍ପ୍‌ରେ ସିଏନ୍‌ଜି ପକାଇବାକୁ କହି କ୍ୟାବ୍‌ରୁ ଓହ୍ଲାଇ ଦେଇଥିଲେ। ଏହି ସୁଯୋଗରେ କ୍ୟାବ୍‌ ସହ ସବୁ ଅଳଙ୍କାର ଧରି ଚମ୍ପଟ୍‌ ମାରିଥିଲେ। ସୂଚନା ପାଇଁ ୮ ଘଣ୍ଟା ଭିତରେ ଧରିଲା ପୋଲିସ, ପୂର୍ବରୁ ବି ରହିଛି ୪ ମାମଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking