19.1 C
Bhubaneswar
Tuesday, February 3, 2026
Homeଓଡିଶାଏଆଇସିସି ଭୁଲ ନିଷ୍ପତ୍ତିରୁ କେଂଗ୍ରସ ଫେଲ୍‌: ମୋକିମ୍‌

ଏଆଇସିସି ଭୁଲ ନିଷ୍ପତ୍ତିରୁ କେଂଗ୍ରସ ଫେଲ୍‌: ମୋକିମ୍‌

କଟକ: ନୂଆ ଦଳ ଗଢିବା ଚର୍ଚ୍ଚା ଭିତରେ ପୁଣି କଂଗ୍ରେସକୁ ଧୋଇଲେ ମୋକିମ୍ । ସେ କହିଛନ୍ତି ଯେ ଏଆଇସିସିର ଭୁଲ ନିଷ୍ପତ୍ତି ପାଇଁ କଂଗ୍ରେସ ଫେଲ୍ ହେଉଛି । କେବଳ ଓଡିଶା ନୁହେଁ ଅନ୍ୟାନ୍ୟ ରାଜ୍ୟରେ ବି ଫେଲ୍ ହେଉଛି । କଂଗ୍ରେସ ଯେଉଁ ରାଜ୍ୟରେ କ୍ଷମତାରୁ ଯାଇଛି, ଆଉ ଫେରି ପାରୁନି । ଏଥିପାଇଁ କଂଗ୍ରେସର ଦିଲ୍ଲୀ ନେତୃତ୍ୱ ଦାୟୀ । ସିଡବ୍ଲୁସିରେ ଶଶି ଥରୁର, ଦିଗବିଜୟ ସିଂ କହିଲେଣି, କଂଗ୍ରେସ ଏହି ସେଟଅପ୍‌ରେ ଆଉ ଆଗକୁ ବଢି ପାରିବ ନାହିଁ । ନୂଆ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିନି, ଆଉ ୩/୪ ପର୍ଯ୍ୟନ୍ତ ଆଲୋଚନା ଅଛି । ଭିନ୍ନ ପ୍ରକାରର ରାଜନୈତିକ ଦଳ ହେବ, ସାମାଜିକ ନ୍ୟାୟ କାର୍ଯ୍ୟ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking