29.1 C
Bhubaneswar
Tuesday, April 28, 2026
Homeଓଡିଶାରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ତୁଷୁରା ସ୍ଥିତ ଗୁଡଭେଳା ରାସ୍ତା ଉପରେ ଥିବା ତେଲ ନଦୀ ବ୍ରିଜ ତଳେ କାହାରି ମୃତଦେହ ପଡ଼ିଥିବାର ସୂଚନା ମିଳିବା ପରେ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମିଥିଲା ତେଲ ନଦୀ ବ୍ରିଜ ଉପରେ। ତେବେ ଏହି ମୃତଦେହକୁ ନେଇ ଅନେକ କଥା ଚର୍ଚ୍ଚା ହେଉଥିବା ବେଳେ ବ୍ୟବସାୟୀ ଜଣଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି।  ଏନେଇ ପୁଲିସ ଅଧିକ ତଦନ୍ତ କଲେ ସଠିକ୍ ତଥ୍ୟ ପଦାକୁ ଆସିବ। ତେବେ ତେଲ ନଦୀ ବ୍ରିଜ ତଳେ ପଡ଼ିଥିବା ମୃତଦେହ ତୁଷୁରା ଥାନା ଅନ୍ତର୍ଗତ ଦେଉଳଗୁଡ଼ିର ନଟରାଜ ଥନାପତିଙ୍କର ବୋଲି ପୁଲିସ ସୂଚନା ଦେଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking