29.1 C
Bhubaneswar
Friday, February 6, 2026
Homeଓଡିଶାଖୁବଶୀଘ୍ର ନୂଆ ଆଞ୍ଚଳିକ ଦଳ ଗଠନ: ମୋକିମ

ଖୁବଶୀଘ୍ର ନୂଆ ଆଞ୍ଚଳିକ ଦଳ ଗଠନ: ମୋକିମ

ଭୁବନେଶ୍ୱର: ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ । ଏଭଳି କିଛି ଆଭାସ ଦେଲେ ବରିଷ୍ଠ ରାଜନେତା ମହମ୍ମଦ ମୋକିମ । ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ସୁଯୋଗ ଆବଶ୍ୟକତା ରହିଛି । ସେଥିପାଇଁ ସିଏ ଆମ ସହ ଯୋଗାଯୋଗରେ ଅଛନ୍ତି । ଆମେ ମଧ୍ୟ ଯୁବ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛୁ । କାହା ପାଇଁ କେଉଁ ସ୍ଥାନ ଖାଲି ପଡେ ନାହିଁ । କିଏ ନା କିଏ ଏହାକୁ ପୂରଣ କରିଥାନ୍ତା । ରାଜ୍ୟରେ ଅନେକ ଉଦୟମାନ ଯୁବକ ଅଛନ୍ତି । ତାଙ୍କୁ କେବଳ ଏକ ସୁଯୋଗରର ଆବ୍ୟକତା ରହିଛି । ବିଜେପି ସରକାର ଏବଂ ବିଜେଡି ଯେଉଁଭଳି ସ୍ଥିତି ଦେଇ ଗତି କରୁଛି । ସେଥିପାଇଁ ଏକ ବିକଳ୍ପର ଆବଶ୍ୟକତା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking