27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବସ-ଟ୍ରକ ଧକ୍କା: ୧୧ ମୃତ

ବସ-ଟ୍ରକ ଧକ୍କା: ୧୧ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ବ୍ରାଜିଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ସହ ବାଲି ବୋଝେଇ ଟ୍ରକ ଧକ୍କାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର ଏକ ଫେଡେରାଲ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା । ମାଲବାହୀ ବସ , ଟ୍ରକ ଭାରସାମ୍ୟ ହରାଇ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ପୋଲିସ , ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍ଥାନୀୟ ପ୍ରଶାସନ ଆହତମାନଙ୍କର ଚିକିତ୍ସା ଏବଂ ପୀଡିତଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛି । ଦୁର୍ଘଟଣାର କାରଣ ଏଯାଏଁ ଜଣା ପଡିନାହିଁ । ପୋଲିସ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ରାସ୍ତାରେ ଯାତାୟତ କିଛି ସମୟ ପାଇଁ ବନ୍ଦ ରଖିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking