25.1 C
Bhubaneswar
Tuesday, February 3, 2026
Homeଓଡିଶା୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ

୨୦୨୫ରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ

ଭୁବନେଶ୍ୱର: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ। ବିଦାୟୀ ବର୍ଷରେ ନନ୍ଦନକାନନ ବୁଲିଲେ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ। ପ୍ରାଣୀ ଉଦ୍ୟାନ ବୁଲିଲେ ୩୮ ଲକ୍ଷ ୪୩ ହଜାର ୨୮ ପର୍ଯ୍ୟଟକ। ବଟାନିକାଲ୍‌ ଗାର୍ଡେନ୍‌ ବୁଲିଲେ ୧ ଲକ୍ଷ ୭୭ ହଜାର ୫୧୧ ପର୍ଯ୍ୟଟକ। ୨୦୨୫ରେ ୨୩.୨୩ କୋଟିର ରାଜସ୍ୱ ଆଦାୟ କରିଛି ନନ୍ଦନକାନନ। ୨୦୨୪ ତୁଳନାରେ ୧.୦୬ କୋଟି ଅଧିକ ରାଜସ୍ୱ ଆଦାୟ କରିଛି ନନ୍ଦନକାନନ। ୨୦୨୪ରେ ୩୭ ଲକ୍ଷ ୯୯ ହଜାର ୬୩୨ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking