20.1 C
Bhubaneswar
Wednesday, December 31, 2025
Homeଓଡିଶାଓପିଏସ ସ୍ତରରେ ଅଦଳବଦଳ

ଓପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ଓପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ,

୧. ସତ୍ୟରଞ୍ଜନ ମଲ୍ଲିକ- କମିଶନରେଟ ପୋଲିସର ଏସିପି
୨. ଶୋଭା ପଟ୍ଟନାୟକ- ଅନୁଗୁଳର ଡିଏସପି
୩. ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ- ବୌଦ୍ଧର ଡିଏସପି ସହ ପିସିଆର ସେଲ
୪. ଯୋଗେଶ୍ୱର ଓରାମ- ବାଲେଶ୍ୱରର ଡିସପି , ହୋମଗାର୍ଡସ
୫. ଜୋସ୍ନାମୟୀ ପ୍ରଧାନ- ଝାରସୁଗୁଡାର ଡିଏସପି
୬. ଗୀତାରାଣୀ ସେଠୀ- କଟକ ହେଡ କ୍ୱାଟରର ଏସପି, ଲ ଆଣ୍ଡ ଅର୍ଡର/ ରେଞ୍ଜର ଡିଏସପି
୭. ଲିଲିମା ଲଲିତା ବର୍ଲା-ଝାରସୁଗୁଡାର ପିସିଆର ସେଲ, ଡିଏସପି
୮. ପ୍ରଭା ଧନ- କେଉଁଝରର ଡିଏସପି
୯. ତାରାଜସ୍ମିନ ଗୁରିଆ-ପୁରୀର ଡିଏସପି
୧୦. ବିଶ୍ୱପତି ପଣ୍ଡା- ଭଦ୍ରକର ଆଇୟୁସିଏଡବ୍ଲ୍ୟୁ, ଡିଏସପି
୧୧. ପ୍ରଦୀପ କୁମାର ବର୍ଲା- ଭୁବନେଶ୍ୱରର ଡିଏସପି ଏବଂ ଏସଆଇଡବ୍ଲ୍ୟୁ
୧୨. ସରିତା ତ୍ରିପାଠୀ- ଭୁବନେଶ୍ୱରର ବିପିଏସପିଏ, ଡିଏସପି
୧୩. ଦିଲ୍ଲୀପ କୁମାର ସାହ- ବ୍ରହ୍ମପୁରର ଡିଏସପି
୧୪. ଆଶିଷ କୁମାର ମିଶ୍ର- ଭୁବନେଶ୍ୱରର ଇଓଡବ୍ଲ୍ୟୁ ଏବଂ ଡିଏସପି
୧୫. ଜ୍ୟୋତି ରଞ୍ଜନ ସାମନ୍ତରାୟ- ନୟାଗଡର ଏସଡିପିଓ
୧୬. ମାନସ କୁମାର ଦେଓ- ବସ୍ତାର ଏସଡିପିଓ
୧୭. ପ୍ରଶାନ୍ତ କୁମାର ନନ୍ଦ- ଭୁବନେଶ୍ୱର, ସ୍ପେଶାଲ ବ୍ରାଞ୍ଚର ଡିଏସପି
୧୮. ସନତ କୁମାର ନାଥ ଶର୍ମା- ଭୁବନେଶ୍ୱରର ବିପିଏସପିଏ, ଡିଏସପି

୧୯. ମମତା ସାହୁ- ମୟୁରଭଞ୍ଜର ଆଇୟୁସିଏଡବ୍ଲ୍ୟୁ, ଡିଏସପି
୨୦. ଅଜୟ କୁମାର- ମୟୁରଭଞ୍ଜର ଆଇୟୁସିଏଡବ୍ଲ୍ୟୁ, ଡିଏସପି
୨୧.ପ୍ରମୋଦ କୁମାର ମଲ୍ଲିକ- ନୀଳଗିରିର ଏସଡିପିଓ
୨୨. ସରୋଜ କାନ୍ତ ମହନ୍ତ- କଟକ କ୍ରାଇମବ୍ରାଞ୍ଚ, ଡିଏସପି
୨୩. ରଶ୍ମିରଞ୍ଜନ ପପଟ୍ଟନାୟକ- ଭୁବନେଶ୍ୱର, ଏସଟିଏଫ, ଡିଏସପି
୨୪ ନିହାର ରଞ୍ଜନ ପ୍ରଧାନ- ଖାର୍ଦ୍ଧାର ଏସଡିପିଓ
୨୫. କୃଷ୍ଣ ଚନ୍ଦ୍ର ସେଠୀ- କମିଶନରେଟ ପୋଲିସର ଏସିପି
୨୬. ପରେଶ କୁମାର ରାଉତ- କ୍ରାଇମବ୍ରାଞ୍ଚର ଡିଏସପି
୨୭. ପ୍ରଶାସ୍ତ କୁମାର ମେହେର- ସମ୍ବଲପୁରର ଡିଏସପି
୨୮. ସୋମନାଥ ଜେନା- ସୁନ୍ଦରଗଡର, ହେଡକ୍ୱାରଟର , ଡିଏସପି
୨୯. ଶଙ୍କର୍ସଣ ଦଳାଇ- ଯାଜପୁରର ଡିଏସପି
୩୦. ବିରଞ୍ଚି ବାଗ- ଅନୁଗୁଳର ଡିଏସପି
୩୧.ଇମାନ କଲ୍ୟାଣ ନାୟକ- ସିଏଡବ୍ଲ୍ୟୁର ଡିଏସପି
୩୨.ରତିକାନ୍ତ ଗିରି- ଯାଜପୁରର ଡିଏସପି
୩୩. ବବିତା ତ୍ରିପାଠୀ- କଟକର ଡିଏସପି
୩୪. ସରୋଜ କୁମାର ପଟେଲ- ଭୁବନେଶ୍ୱର ସିକ୍ୟୁରିଟି ୱିଙ୍ଗର ଡିଏସପି
୩୫. ପ୍ରତାପ କୁମାର ରଣା- ସୋନପୁରର ପିସିଆର ସେଲ, ଡିଏସପି
୩୬. ପ୍ରଦୀପ୍ତା କୁମାରୀ ପାଣୀଗ୍ରାହୀ- ଭୁବନେଶ୍ୱରର ଇଓଡବ୍ଲ୍ୟୁ, ଡିଏସପି
୩୭. ଅମିତା ତ୍ରିପାଠୀ- ଭିଜିଲାନ୍ସ ଅର୍ଗାନାଇଜେସନର ଡିଏସପି
୩୮. ଜୁଗଲ କୁମାର ମଲ୍ଲିକ- ଖୋର୍ଦ୍ଧାର, ଆଇୟୁସିଏଡବ୍ଲ୍ୟୁ, ଡିଏସପି
୩୯. ଲକ୍ଷ୍‌ମୀଧର ସ୍ୱାଇଁ – ଯାଜପୁର ରୋଡର ଏସଡିପିଓ

୪୦. ପ୍ରଣିତା ପପଟ୍ଟନାୟକ- କଟକର ଡିଆଇବି, ଡିଏସଆରପି

୪୧. ସମୀର କୁମାର ପଣ୍ଡା- ଅନୁଗୁଳର ଡିଏସପି
୪୨. ସୁଜାତା ଜେନା- ଭିଜିଲାନ୍ସ ଅର୍ଗାନାଇଜେସନର ଡିଏସପି
୪୩. ମାନସୀ ପାତ୍ର- ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚର ଡିଏସପି
୪୪. ହୃଷିକେଶ ନାଏକ- ଉଦଳାର ଏସଡିପିଓ
୪୫. ସତ୍ୟ କୁମାର ନନ୍ଦ- ହିନ୍ଦୋଳର ଏସଡିପିଓ
୪୬. ରମେଶଚନ୍ଦ୍ର ଦୋରା- ଢେଙ୍କାନାଳ ସଦରର ଏସଡିପିଓ
୪୭. ଦୋଳମଣି ଭୋଇ- ଧର୍ମଗଡର ଏସଡିପିଓ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking