ଭୁବନେଶ୍ୱର: ଭୁବନେଶ୍ୱରରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଇସିଆଇ ଜ୍ଞାନେଶ କୁମାର । ପରିବାର ସହ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଛି କହିଲେ ଇସିଆଇ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ କୋଣାର୍କ ଯିବେ ଇସିଆଇ । ୨୮ରେ ରଘପରାଜପୁର, ଧଉଳି, ଖଣ୍ଡଗିରି, ଉଦୟଗିରି, ମୁକ୍ତେଶ୍ୱର ମନ୍ଦିର ବୁଲିବେ । ୨୯ରେ ଓୟୁଏଟିରେ ବୁଥସ୍ତରୀୟ ଅଧିକାରୀଙ୍କୁ ସମ୍ବୋଧନ କରିବେ ।










