24.1 C
Bhubaneswar
Saturday, December 27, 2025
Homeଓଡିଶା୫ରେ ଚଣ୍ଡୀ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା

୫ରେ ଚଣ୍ଡୀ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା

କଟକ: ଚଣ୍ଡୀ ମନ୍ଦିର ସ୍ଥିତି ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି ମହାତାବ । ସାଂସଦଙ୍କ ସହ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ମଧ୍ୟ ଉପସ୍ଥିତ ଅଛନ୍ତି । ମନ୍ଦିରରେ ସମସ୍ତ କାମ ଠିକଠାକ ଚାଲିଚି, ଖୁବ ଶୀଘ୍ର କାମ ସରିବ । ଆସନ୍ତା ୫ ତାରିଖରେ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା କରାଯିବ । ବିଷୁବ ସଂକ୍ରାନ୍ତି ମଧ୍ୟରେ ମନ୍ଦିରର ସମସ୍ତ କାମ ଶେଷ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking