19.1 C
Bhubaneswar
Thursday, December 25, 2025
Homeଓଡିଶାଶିଖରଚଣ୍ଡିରେ ୪ ଟିକିଆ ହାତୀପଲ

ଶିଖରଚଣ୍ଡିରେ ୪ ଟିକିଆ ହାତୀପଲ

ଭୁବନେଶ୍ୱର: ଭୁବନେଶ୍ୱରର ଶିଖରଚଣ୍ଡି ଜଙ୍ଗଲରେ ୪ ଟିକିଆ ହାତୀପଲ । ପାହାଡ ଉପର ନିର୍ମାଣାଧୀନ ପାଣିଟାଙ୍କି ପଛ ପଟ ଜଙ୍ଗଲରେ ୪ଟି ହାତୀ ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିକୋଣରୁ ବନବିଭାଗର ୨ଟି ଟିମ୍ ଜଙ୍ଗଲରେ ନିୟୋଜିତ ହୋଇଛନ୍ତି । ଭରତପୁର କିମ୍ବା ଚନ୍ଦକା ଜଙ୍ଗଲକୁ ଘଉଡାଇବୁ କହିଛନ୍ତି ଡୋପୁଟି ରେଞ୍ଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking