22.1 C
Bhubaneswar
Thursday, December 25, 2025
Homeଓଡିଶାମହୁମାଛି ପାଇଁ ପାଣିରେ ବୁଡି ଯୁବକ ମୃତ

ମହୁମାଛି ପାଇଁ ପାଣିରେ ବୁଡି ଯୁବକ ମୃତ

କୁଚିଣ୍ଢା: ମହୁମାଛି ଆକ୍ରମଣରୁ ଜୀବନ ବଞ୍ଚାଇବାକୁ ଯାଇ ପାଣିରେ ବୁଡି ଯୁବକ ମୃତ । ମୃତକଙ୍କ ପରିଚୟ ମିଳିପାରିନାହିଁ । ମହୁଲପାଲି ଥାନା ବ୍ରାହ୍ମଣୀଡିହି ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ମାଛ ଧରୁଥବା ବେଳେ ମହୁମାଛି ଆକ୍ରମଣ କରିଥିଲା । ଅନ୍ୟମାନେ ପୋଖରୀରୁ ପଳାଇଥିଲେ, କିନ୍ତୁ ଯୁବକ ଜଣଙ୍କ ପାଣିରେ ବୁଡି ରହିଥିଲେ । ଦୀର୍ଘ ସମୟ ପୋଖରୀରୁ ନ ଆସିବାରୁ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking