ଅନୁଗୁଳ: ତାଳଚେର ଅଭାବନୀୟ ଘଟଣା । ରାସ୍ତାକଡ଼ରେ ପଡ଼ିରହିଛି ୨ ଯୁବକଙ୍କ ମୃତଦେହ । ଲିଙ୍ଗରାକଟା ଗାଁ ଦେଇ ଯାଇଥିବା ନାଲକୋ ପାଇପ୍ ଲାଇନ ରାସ୍ତା ପାର୍ଶ୍ଵରେ ୨ ଯୁବକଙ୍କ ମୃତଦେବ ପଡ଼ିରହିଛି । ମୁତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଜଣେ ଲିଙ୍ଗରାକଟା ଗ୍ରାମର ଆଉ ଜଣେ ପାଖ ଗାଁର ବୋଲି ଅନୁମାନ କରାଯାଉଛି । ତାଳଚେର ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।










