25.1 C
Bhubaneswar
Monday, December 22, 2025
Homeଓଡିଶାବଡଦିନରୁ ବଢିବ ଶୀତ!

ବଡଦିନରୁ ବଢିବ ଶୀତ!

ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ସମ୍ଭାବନା ରହିଛି । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ବୃଦ୍ଧି ଯୋଗୁଁ ବଢିପାରେ ଶୀତ । ପଶ୍ଚିମା ଝଡ ପ୍ରସ୍ଥାନ ପ୍ରଭାବରେ ରାତ୍ରି ତାପମାତ୍ରା କମିବା ଆଶଙ୍କା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଘନ କୁହୁଡି ରାଜ୍ୟକୁ ଘୋଡାଇ ରଖିଛି । ଯାହା ଫଳରେ ଦୈନନ୍ଦିନ ଜୀବନ ଠପ ହୋଇପଡିଛି । ରାସ୍ତାଘାଟ ଶୂନ୍ୟ, ଏବଂ ଯାତ୍ରୀମାନେ ପ୍ରବଳ ଥଣ୍ଡାର ମୁକାବିଲା କରିବା ପାଇଁ ସଂଘର୍ଷ କରୁଛନ୍ତି । ବିଶେଷକରି ସକାଳ ସମୟରେ ଘରୁ ବାହାରିବା ବେଳେ ଲୋକମାନେ ଶୀତବସ୍ତ୍ର ପିନ୍ଧି ବାହାରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking