ସମ୍ୱଲପୁର: ସମ୍ୱଲପୁରରେ ଭୟଙ୍କର ଅଗ୍ନିକାଣ୍ଡ । ରମ୍ପେଲା ସପ୍ନେ ବ୍ରିଜ ଉପରେ ହୁତୁ ହୁତୁ ହୋଇ ଜଳିଗଲା ୧୮ ଚକିଆ ଟ୍ରେଲର୍ । ଆଗ ଚକ ଫାଟିଯିବାରୁ ଡିଦ୍ଭାଇଡରରେ ପିଟି ହୋଇ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ସୂଚନା ପାଇ ଘଟଣାସ୍ଥଳରେ ପହଂଚି ଟ୍ରେଲର୍ ନିଆଁ ଲିଭାଇଥିଲେ ଝାରସୁଗୁଡ଼ା ଅଗ୍ନିଶମ କର୍ମଚାରୀ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










