18.1 C
Bhubaneswar
Saturday, December 20, 2025
Homeଓଡିଶାରେଞ୍ଜରଙ୍କ ଘରୁ ମିଳିଲାଣି ୬୭ ଲକ୍ଷର ଜମା

ରେଞ୍ଜରଙ୍କ ଘରୁ ମିଳିଲାଣି ୬୭ ଲକ୍ଷର ଜମା

ଜଗତସିଂହପୁର: ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଟିମର ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି। ଘରୁ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ୍‌ ଓ ପୋଷ୍ଟାଲ ଜମା। ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରୁ ମିଳିଲାଣି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଜଗତସିଂହପୁର ସହରରେ ୨ଟି ଓ କଟକ ସହର ବାହାରେ ଗୋଟିଏ ପ୍ଲଟ୍‌ ଠାବ। ଜଗତସିଂହପୁରରେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା କୋଠା ଠାବ। ସାଢ଼େ ୩ ଲକ୍ଷର ନଗଦ ଟଙ୍କା, ୨ ଶହ ଗ୍ରାମ ସୁନା ଅଳଙ୍କାର ଠାବ। ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଯାନ ମଧ୍ୟ ମିଳିଛି।

ଭିଜିଲାନ୍ସ ଜାଲରେ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking