27.1 C
Bhubaneswar
Monday, June 22, 2026
Homeଓଡିଶାଜାନୁଆରୀ ୫ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ

ଜାନୁଆରୀ ୫ରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ

ଯାଜପୁର: ଆସନ୍ତା 29 ତାରିଖ ରୁ ଯାଜପୁର ରେ ଆୟୋଜିତ ହେବ 16 ତମ ସ୍ୱର୍ଗତ ଅଶୋକ ଦାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ବିଶିଷ୍ଟ ରାଜନେତା ସ୍ବର୍ଗତ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ଯାଜପୁରର ମେଲବର୍ଣ୍ଣ କ୍ରିକେଟ କ୍ଳବ ଏବଂ ଯାଜପୁର କ୍ରିକେଟ ଆସୋସିଏସନ୍ ପକ୍ଷରୁ କୁସୁମା କ୍ରିକେଟ ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୮ ଟି ବଛା ବଛା ଦଳ ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking