18.1 C
Bhubaneswar
Friday, December 19, 2025
Homeଓଡିଶାନୂଆ ଆଞ୍ଚଳିକ ଦଳ ହେଲେ କିଛି ପ୍ରଭାବ ପଡ଼ିବନି: ଆଇନ ମନ୍ତ୍ରୀ

ନୂଆ ଆଞ୍ଚଳିକ ଦଳ ହେଲେ କିଛି ପ୍ରଭାବ ପଡ଼ିବନି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ନୂଆ ଆଞ୍ଚଳିକ ଦଳ ହେଲେ କିଛି ପ୍ରଭାବ ପକାଇବନି କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନିଜ ସ୍ୱାର୍ଥ ସାଧନ ପାଇଁ କିଛି ଲୋକ ଏକାଠି ହୋଇ ନୂଆ ଦଳ ଗଢନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହାର କିଛି ପ୍ରଭାବ ପକାଇବନି । ଯାହାର ଇଚ୍ଛା ନୂଆ ରାଜନୈତିକ ଦଳ ଗଢନ୍ତୁ, କିନ୍ତୁ ପ୍ରଭାବ ପଡିବନି । ବିଗତ ଦିନରେ ଅନେକ ଦଳ ଗଢିଛି, ଭାଙ୍ଗିଛି । ରାଜନୈତିକ ଦଳ ଅପେକ୍ଷା ଲୋକେ ବିଶ୍ୱାସ କରନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଲୋକେ ବିଶ୍ୱାସ କରି ଆମ ସହ ଚାଲୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking