21.1 C
Bhubaneswar
Friday, December 19, 2025
Homeଓଡିଶାଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବିମାନ । ବାରଣାସୀ ଯାଉଥିବା ବିମାନ ଭୁବନେଶ୍ୱରରେ ଜରୁରୀ ଅବତରଣ କରିଛି । ଖରାପ ପାଗ ଯୋଗୁଁ ବିମାନର ଜରୁରୀ ଅବତରଣ ହୋଇଛି । କୁହୁଡି ପାଇଁ ମୁମ୍ବାଇ – ବାରଣାସୀ ବିମାନର ରୁଟ ଡାଇଭର୍ଟ କରାଯାଇଛି । ବାରଣାସୀର ଲ୍ୟାଣ୍ଡିଂ ନକରିବାରୁ ଭୁବନେଶ୍ୱରକୁ ଡାଇଭର୍ଟ କରାଯାଇ ଲ୍ୟାଣ୍ଡ କରାଯାଇଛି । ତେବେ ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ଦିନ ଘନ କୁହୁଡି ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଂଶକୁ ଘୋଡାଇ ରଖିଛି । ଯାହା ଫଳରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking