18.1 C
Bhubaneswar
Wednesday, February 4, 2026
Homeଓଡିଶାସୋନାଲିଙ୍କ ଅଭିଯୋଗ: ଶୀକ୍ଷେତ୍ର ଗିରଫ

ସୋନାଲିଙ୍କ ଅଭିଯୋଗ: ଶୀକ୍ଷେତ୍ର ଗିରଫ

ଭୁବନେଶ୍ୱର: ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ଅଭିଯୋଗ ଆଧାରରେ ଶୀକ୍ଷେତ୍ର ସାମନ୍ତସିଂହାର ଗିରଫ। ଭୁବନେଶ୍ବରରୁ ଶ୍ରୀକ୍ଷେତ୍ରଙ୍କୁ ଗିରଫ କଲା କୃଷ୍ଣପ୍ରସାଦ ଥାନା ପୋଲିସ। ଶ୍ରୀକ୍ଷେତ୍ର ଗିରଫ ନେଇ କୃଷ୍ଣପ୍ରସାଦ ଥାନା ଆଇଆଇସିଙ୍କ ସୂଚନା। ଶ୍ରୀକ୍ଷେତ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଥିଲେ ସୋନାଲି। ନାବାଳିକା ଅବସ୍ଥାରେ ଜୋର୍ ଜବରଦସ୍ତ ଶ୍ରୀକ୍ଷେତ୍ର ତାଙ୍କୁ ବିବାହ କରିଥିବା ଅଭିଯୋଗ କରିଥିଲେ। ଶ୍ରୀକ୍ଷେତ୍ର ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଅଭିନେତ୍ରୀ ଜଣକ ପ୍ରଥମେ ବାଲିଚନ୍ଦ୍ରପୁର ଥାନାରେ ଆନୁଷ୍ଠାନିକ ଭାବରେ ଅଭିଯୋଗ କରିଥିଲେ ଏବଂ ପରେ ସେ ପୁଣି ଥରେ କୃଷ୍ଣପ୍ରସାଦ ଥାନାରେ ଏକ ଏଫଆଇଆର ଦାୟର କରିଥିଲେ।ଅଭିଯୋଗ ଆଧାରରେ ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଶ୍ରୀକ୍ଷେତ୍ରକୁ ଭୁବନେଶ୍ୱରର ଜଙ୍ଗଲ ଅଞ୍ଚଳରୁ ଉଠାଇ ନିଆଯାଇଥିଲା ଏବଂ ପରେ ଉପଯୁକ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ଆନୁଷ୍ଠାନିକ ଭାବେ ଗିରଫ କରାଯାଇଥିଲା। ତାଙ୍କୁ ବର୍ତ୍ତମାନ ପୁରୀ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking