23.1 C
Bhubaneswar
Wednesday, March 4, 2026
Homeଓଡିଶାଡିସେମ୍ବର ୧୮ରୁ ୨୨ ଯାଏଁ ୧୦ମ ରାଜ୍ୟ ସ୍ତରୀୟ କଳିଙ୍ଗ ନଗର ପୁସ୍ତକ ମେଳା

ଡିସେମ୍ବର ୧୮ରୁ ୨୨ ଯାଏଁ ୧୦ମ ରାଜ୍ୟ ସ୍ତରୀୟ କଳିଙ୍ଗ ନଗର ପୁସ୍ତକ ମେଳା

 ଯାଜପୁର: ସ୍ଥାନୀୟ କେ, ଏନ, ଡି, ଏ, ସମ୍ମିଳନୀ ଗୃହରେ କଳିଙ୍ଗନଗର ପୁସ୍ତକ ମେଳା କମିଟିର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ କଳିଙ୍ଗନଗର ର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା। ୧୦ମ ରାଜ୍ୟସ୍ତରୀୟ କଳିଙ୍ଗ ନଗର ପୁସ୍ତକ ମେଳା ଚୋରଦା କାଳୀମେଲଣ ପଡ଼ିଆରେ ଡିସେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ବ୍ୟାପକ ପ୍ରସ୍ତୁତ ହୋଇଛି। କମିଟି ର ସଭାପତି ବିଦ୍ୟାଧର ମହାନ୍ତି ସାଧାରଣ ସମ୍ପାଦକ ଡକ୍ଟର କୁଶଚନ୍ଦ୍ର ପ୍ରଧାନ ,ବିବେକାନନ୍ଦ ମହାନ୍ତି, ସବିତା ରାଉତ, ଅଭିମନ୍ୟୁ ମିଶ୍ର, ଚନ୍ଦ୍ରମଣି ସାମଲ, ହୃଷୀକେଶ ସାହୁ ଡକ୍ଟର ଅକ୍ଷୟ କୁମାର ପଣ୍ଡା, ଅଶ୍ଵିନୀ କୁମାର ଦାସ ମଧୁସୂଦନ ମହାପାତ୍ର, ଅକ୍ଷୟ କୁମାର ଦେଓ, ପ୍ରଫେସର ଦୁଷ୍ମନ୍ତ କୁମାର ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥଲେ। ଏହି ରାଜ୍ୟସ୍ତରୀୟ କଳିଙ୍ଗ ନଗର ପୁସ୍ତକ ମେଳା କୁ ସୁପରି ଚାଲାଣ ନିମନ୍ତେ ଶିକ୍ଷାବିଭାଗ,ଶିଳ୍ପା ଅନୁଷ୍ଠାନ ସହ ଯୋଗ କରିବେ ବୋଲି ଉପ ସ୍ଥିତ ଅଧିକାରୀ ମାନେ ନିଜ ର ବ୍ୟକ୍ତବ୍ୟ ରଖି ଥିଲେ ପୁସ୍ତକ ମେଳା ମୁଖ ପତ୍ର କଳିଙ୍ଗ ଦର୍ପଣ ପ୍ରକାଶିତ ହେବ l ଏଥି ପାଇଁ ପୁସ୍ତକ ସମ୍ପର୍କ ରେ ଲେଖା ଦେବା ପାଇଁ ଆହ୍ୱାନ କରା ଯାଇଛି ଏହି ବୈଠକ ରେ ହିମାଂଶୁ ଦ୍ୱିବେଦୀ, ଡକ୍ଟର ଅକ୍ଷୟ କୁମାର ମହାନ୍ତି ସ୍ମୃରଞ୍ଜନ ରାୟ , ରତ୍ନାକର ମଲ୍ଲିକ, ସୁଦର୍ଶନ ମଲ୍ଲିକ, ସନାତନ ଦାସ, ଅଭୟ କୁମାର ବେହେରା ଶିଳ୍ପା ଅନୁଷ୍ଠାନ ର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking