ଭୁବନେଶ୍ୱର: ତୁଳସୀ ପାଣି ହଜମ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରେ । ଏହା ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦିଏ । ସକାଳେ ଏହାକୁ ସେବନ କରିବା ଦ୍ୱାରା ମାନସିକ ଚାପ କମିଥାଏ । ଏହା ଚର୍ମକୁ ସଫା କରେ ଏବଂ ଏହାର ଚମକ ବୃଦ୍ଧି କରେ । ଏହା ଥଣ୍ଡା ଏବଂ କାଶରୁ ମୁକ୍ତି ଦିଏ । ତୁଳସୀ ପାଣି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।









