25.1 C
Bhubaneswar
Tuesday, February 3, 2026
Homeଓଡିଶାନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ଗିରଫ

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା  ରାଜଗାଙ୍ଗପୁର ଥାନା ଅଞ୍ଚଳରେ  ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳର  ଛାତ୍ରୀ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ  ସୃଷ୍ଟି କରିଛି । ଜଣେ ୫ ବର୍ଷୀୟା  ଶିଶୁକୁ ଦୁଷ୍କର୍ମ ଉଦ୍ୟମ ନେଇ  ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ମାମଲା ରୁଜୁ କରି ୪୫ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। ସୋମବାର ସନ୍ଧ୍ୟାରେ ଝିଅଟି  ସ୍କୁଲରୁ ଘରକୁ ଫେରିବା ସମୟରେ  ସେହି ଗାଁର ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ରାସ୍ତାରୁ ନିକଟସ୍ଥ ଏକ ବୁଦା ଭିତରକୁ ନେଇ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା। ତେବେ କୁନି ଝିଅର ଚିତ୍କାର ଶୁଣି ସେଠାରେ ସ୍ଥାନୀୟ ଲୋକେ ପହଞ୍ଚିବାରୁ ଅଭିଯୁକ୍ତ ଜଣକ  ସଠାରୁ ଦୌଡି ପଳାଇଥିଲା। ପରେ ଝିଅଟିକୁ ତାଙ୍କ ମା ଓ ସମ୍ପର୍କୀୟମାନେ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପପାଇଁ ନେଇଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking