ଭୁବନେଶ୍ୱର: ଚିନ୍ତା ବଢାଉଛି ଠିକା କମ୍ପାନୀ ।ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଚିନ୍ତା ବଢାଉଛନ୍ତି ଠିକା କମ୍ପାନୀ । ସାରା ଦେଶରେ ୬୫୩ ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାୁଷ୍ଠାନ ନିଆଯାଇଛି । ଗୃହରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟମ ନାଏକ ଉତ୍ତର ରଖିଛନ୍ତି । ସବୁ ଏଜେନ୍ସିକୁ କାମ ସାରିବାକୁ ଡେଡଲାଇନ ଦିଆଯାଇଛି । ବିଧାୟକଙ୍କ ଆବେଗକୁ ଦେଖି ବିଭାଗ କାମ କରୁଛି । କାମ ଅଗ୍ରଗତି ତର୍ଜମା କରିବେ ମନ୍ତ୍ରୀ, ନିର୍ଦ୍ଦେଶକ, ଚିଫଇଞ୍ଜିନିୟର । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ବିଭିନ୍ନ ବିଭାଗୀୟ ମନ୍ତ୍ରୀ ଗୃହରେ ବିଧାୟକଙ୍କ ଉତ୍ତର ରଖୁଛନ୍ତି ।









