ଭୁବନେଶ୍ୱର: ଓଡିଶାକୁ ବେଶୀ ଜାପାନୀ ପର୍ଯ୍ୟଟକ ଆସୁଛନ୍ତି । ଓଡିଶାରେ ବଢୁଛି ବିଜେଶୀ ପର୍ଯ୍ୟଟକଙ୍କ ସଂଖ୍ୟା । ୫ ବର୍ଷରେ ଡିଶା ଆସିଲେଣି ୧.୩୩ ଲକ୍ଷ ବିଦେଶୀ ପର୍ଯ୍ୟଟକ । ୨୦୨୦ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡିସା ଆସିଥିଲେ । ୨୦୨୧ରେ ଆସିଥିଲେ ୨୨୬୯ ବିଦେଶୀ ପର୍ଯ୍ୟଟକ । ୨୦୨୨ରେ ୨୨ ହଜାର ୧୭୨ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ୨୦୨୩ରେ ୪୫ ହଜାର ୧୭୩ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ୨୦୨୪ରେ ୫୩ ହଜାର ୩୯୨ ବିଦେସୀ ପର୍ଯ୍ୟଟକ ଆସିଛନ୍ତି । ସର୍ବାଧିକ ୪ ହଜାର ୪୨୩ ଜାପାନ ପର୍ଯ୍ୟଟକ ଓଡିଶା ଆସିଛନ୍ତି । ଦ୍ୱିତୀୟରେ ୩ ହଜାର ୮୩୦ ଇଟାଲୀ ପର୍ଯ୍ୟଟକ ଓଡିଶା ଆସିଛନ୍ତି । ଜର୍ମାନୀରୁ ୩୭୨୨, ୟୁକେରୁ ୩୭୧୫, ଫ୍ରାନ୍ସରୁ ୩୦୦୮ ପର୍ଯ୍ୟଟକ ଆସିଛନ୍ତି । ଏନେଇ ଗୃହରେ ପ୍ରବାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି ।










