ସୁନ୍ଦରଗଡ: ଟ୍ରଲର ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ଅନ୍ତର୍ଗତ ଲହୁଣୀପପଡା ଥାନା ଏନଏଚ ୧୪୩ ଗମଲେଇ ନିକଟରେ ଦୁର୍ଘଟଣା ଘଟିଛି । । ଏନେଇ ଜାତୀୟ ରାଜପପଥରେ ଉତ୍ତେଜନା ଦେଖାଦେଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଟ୍ରଲର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।










