22.1 C
Bhubaneswar
Friday, December 5, 2025
Homeଓଡିଶାନନ୍ଦନକାନନକୁ ଆସିଲେ ନୂଆ ଅତିଥି

ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ।  ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ  ନନ୍ଦନକାନନକୁ ଆସିଲେ ନୂଆ ଅତିଥି ।  ସୁରତର ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ଆସିଲେ ଜୀବଜନ୍ତୁ ।  ୫ଟି ଓଧ, ୨ ଧୂସର  ଗଧିଆ , ୧୦ ବିରଳ କଇଁଛ , ୨ ଫିଜାଣ୍ଟ ପକ୍ଷୀ  ଆସିଛି ।  ପ୍ରତିବଦଳରେ ଶ୍ୟାମପ୍ରସାଦ  ମୁଖାର୍ଜୀ ଉଦ୍ୟାନକୁ ଦିଆଗଲା ୧୪  ଜୀବଜନ୍ତୁ । ୨ ରୟାଲ ବେଙ୍ଗଲ ଟାଇଗର, ୨ ମାଇ ଗଧିଆ, ୩ ଚାରିଶୃଙ୍ଗୀ କୃଷ୍ଣସାର ମୃଗ । ୫ଟି ବିଲୁଆ, ୨ ବାର୍କିଂ ହରିଣ ପ୍ରଦାନ କଲା ନନ୍ଦନକାନନ । ତେବେ ଆହୁରି ବଡ କଥା ହେଉଛି, ଶୀତ ଦିନ ଥିବାରୁ ବହୁ ଦୂରରୁ  ନନ୍ଦନକାନନ ଭ୍ରମଣ ପାଇଁ  ଆସୁଛନ୍ତି ପର୍ଯ୍ୟଟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking