19.1 C
Bhubaneswar
Friday, December 5, 2025
Homeଓଡିଶାନଦୀ ଜଳ ଦୂଷିତ ପାଇଁ ଅଧିକାରୀ ଦାୟୀ: ମନ୍ତ୍ରୀ

ନଦୀ ଜଳ ଦୂଷିତ ପାଇଁ ଅଧିକାରୀ ଦାୟୀ: ମନ୍ତ୍ରୀ

ଭୁବନେଶ୍ୱର: ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ ।  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ  ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।  ପ୍ରତି ମାସରେ ନଦୀ  ଜଳ ଥରେ ପରୀକ୍ଷା ହେଉଛି ।  ନିରନ୍ତର ଜଳ  ପରୀକ୍ଷା ନକଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ ।  ସବୁ ସ୍ଥାନରେ ନଦୀ ଜଳ ଠିକ  ନାହିଁ , କଳ କାରଖାନାରୁ ବର୍ଜ୍ୟବସ୍ତୁ ଆସୁଛି ।  ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ ।  ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।ଅନ୍ୟପଟେ  ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇପାରନ୍ତି  ଶାସକ ଏବଂ ବିରୋଧୀ ।  ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ  ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି ।  ସେପଟେ ଶକ୍ତି, କୃଷି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ରହିଛି  ପ୍ରଶ୍ନକାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking