19.1 C
Bhubaneswar
Friday, December 5, 2025
Homeଓଡିଶାପୋଲିସ ବିଭାଗରେ ୧୮ ମହିଳା ନିର୍ଯାତିତ

ପୋଲିସ ବିଭାଗରେ ୧୮ ମହିଳା ନିର୍ଯାତିତ

ଭୁବନେଶ୍ୱର: ପୋଲିସ ବିଭାଗରେ ନିର୍ଯାତନାର ଶିକାର ହୋଇଛନ୍ତି   ୧୮ ମହିଳା । ୩ ବର୍ଷରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୧୮ ମାମଲା । ଗୃହରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଲାଙ୍ଗିର, ସୁନ୍ଦରଗଡ, ରାଉରକେଲା, ରାୟଗଡା, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ବୌଦ୍ଧ, ଭୁବନେଶ୍ୱର, ବାଲେଶ୍ୱରରୁ ଅଭିଯୋଗ ଆସିଛି । ଅଭିଯୁକ୍ତଙ୍କ ବିରୋଧରେ  କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।  ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହରେ ଅର୍ଥ , ଗୃହ , ସ୍ୱାସ୍ଥ୍ୟ , ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ଆଲୋଚନା କରାଯାଉଛି । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking