27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶବିଶ୍ୱାସର ସଫଳତା ‘ଚନ୍ଦ୍ରଯାନ-୩’: ମୋଦି

ବିଶ୍ୱାସର ସଫଳତା ‘ଚନ୍ଦ୍ରଯାନ-୩’: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୮ତମ ‘ମନ୍ କି ବାତ୍ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ରରେ ଭାରତକୁ ବଡ ଉପଲବ୍ଧି ମିଳିଛି । ସମ୍ଭିଧାନ ଦିବସରେ ସ୍ୱତନ୍ତ୍ର ଆୟୋଜନ ହୋଇଥିଲା । ଖେଳ ଜଗତରେ ଭାରତର ପତାକା ଶୋଭାପାଇଛି । ଏକାଠି ହେଲେ କିଛି କାମ ଅସମ୍ଭବ ହୋଇନଥାଏ । ମହୁ ଉତ୍ପାଦନରେ ଭାରତ ରେକର୍ଡ କରିଛି । ମହୁ ଚାଷ ଦ୍ୱାରା ଚାଷୀଙ୍କ ଆୟ ବଢି ଯାଇଛି । ନଭେମ୍ବର ମାସ ଆମମାନଙ୍କ ପାଇଁ ସ୍ୱତନ୍ତ୍ର । ରାମ ମନ୍ଦିର ଧ୍ୱାଜାରୋହଣ ହୋଇଛି । ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ଦାୟିତ୍ୱ ଭାରତକୁ ମିଳିଛି । ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଭାଗବତ ଗୀତା । ବିଦେଶରେ ଭାଗବତ ଗୀତାର ଚାହିଦା ରହିଛି । ବିଶ୍ୱାସର ସଫଳତା ହେଉଛି ଚନ୍ଦ୍ରଯାନ – ୩ । ଆତ୍ମନିର୍ଭରରେ ଆଗକୁ ବଢୁଛି ଭାରତୀୟ ସେନା । ଏହି ମାସରେ “ବନ୍ଦେ ମାତରମ୍”ର ୧୫୦ତମ ବାର୍ଷିକୀ ପାଳନ କରାଯାଛି ଏବଂ ଦେଶବ୍ୟାପୀ ଉତ୍ସବ ଆରମ୍ଭ ହେବାର ସ୍ମୃତିରେ ମହାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଛି। ଏହା ବ୍ୟତୀତ, ଆଇଏନଏସ ମାହେକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି, ଯାହା ସାମୁଦ୍ରିକ ସୁରକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, “ଭାରତ ୩୫୭ ନିୟୁତ ଟନ୍ ଖାଦ୍ୟ ଶସ୍ୟ ଉତ୍ପାଦନ ସହିତ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି। ଭାରତର ଖାଦ୍ୟ ଶସ୍ୟ ଉତ୍ପାଦନ ୧୦ ବର୍ଷ ପୂର୍ବ ତୁଳନାରେ ୧୦୦ ନିୟୁତ ଟନ୍ ବୃଦ୍ଧି ପାଇଛି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking