24.4 C
Bhubaneswar
Thursday, May 14, 2026
Homeଓଡିଶାଅଢେଇ କୋଟିର ଅଧିକ ମନ୍ଦିର ଅନୁଦାନ 

ଅଢେଇ କୋଟିର ଅଧିକ ମନ୍ଦିର ଅନୁଦାନ 

ଭୁବନେଶ୍ୱର: ୪ ହଜାରରୁ ଅଧିକ ଆର୍ଥିକ ଅନୁଦାନ ରାଶି ବୃଦ୍ଧି କଲେ ସରକାର। ପୂର୍ବାପେକ୍ଷା ଅଢେଇ କୋଟିର ଅଧିକ ଅନୁଦାନ ଯୋଗାଇ ଦେଇଛନ୍ତି ସରକାର। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । କହିଛନ୍ତି, ୫ କୋଟି ବଦଳରେ ୭ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ସରକାର । ଦେବୋତ୍ତର କମିଶନଙ୍କ ଅଧୀନରେ ରହିଛି ୧୮ ହଜାରରୁ ଅଧିକ ମନ୍ଦିର । ସେଥିମଧ୍ୟରୁ ୪୧୪୫ ମନ୍ଦିରକୁ  ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking