23.1 C
Bhubaneswar
Monday, December 22, 2025
Homeଓଡିଶାକିଟ୍ ଛାତ୍ରୀ ମୃତ୍ୟୁ: ୨ରେ ପୁଣି ଶୁଣାଣି

କିଟ୍ ଛାତ୍ରୀ ମୃତ୍ୟୁ: ୨ରେ ପୁଣି ଶୁଣାଣି

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ଘଟଣା । ତଦନ୍ତ ସର ଚାର୍ଜସିଟ୍ ଦାଖଲ ହୋଇଛି । ହାଇକୋର୍ଟଙ୍କୁ ଅବଗତ କଲେ ସରକାର । କିଟ୍‌କୁ ପକ୍ଷଭୁକ୍ତ କରିବାକୁ ଆବେଦନକାରୀ କୋର୍ଟଙ୍କ ଅନୁମତି ଲୋଡିଛନ୍ତି । ଉଭୟ ପକ୍ଷକୁ ଶୁଣିବା ପରେ ଆସନ୍ତା ୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଗତ ବର୍ଷ ଫେବୃଆରୀ ୧୬ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଥାନାରେ ମାମଲା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଅନ୍ୟପଟ୍ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking