24.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶକାର-ଟ୍ରକ ମୁହାଁମୁହିଁ ଧକ୍କା: ୫ ମୃତ

କାର-ଟ୍ରକ ମୁହାଁମୁହିଁ ଧକ୍କା: ୫ ମୃତ

ନୂଆଦିଲ୍ଲୀ: କାର ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ତିନି ଜଣ ଆହତ ହୋଇଛନ୍ତି ।  ଛତିଶଗଡର ଜାଞ୍ଜଗିରି- ଚମ୍ପା ଜିଲ୍ଲାର ସୁକୁଲି ଗାଁରେ ବଡ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବ୍ୟାପକ  ଉତ୍ତେଜନା ଦେଖାଦେଇଛି ।  ଏନେଇ ସ୍ଥାନୀୟ ଲୋକେ ପୋଲିସ ଖବର ଦେଇଥିଲେ  ା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି   ଲୋକଙ୍କୁ ବୁଝା ସୁଝା କରିଥିଲା । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଆହତଙ୍କୁ ନିକଟସ୍ଥ ମେଡିକାଲକୁ ପଠାଇଛନ୍ତି । ଦୁର୍ଘଟଣା କିପରି ହେଲା ସେ ନେଇ ତଦନ୍ତ କରୁଛି ପୋଲିସ । ଏଭଳି ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking