17.1 C
Bhubaneswar
Wednesday, February 4, 2026
Homeଓଡିଶାବାଟବଣା କଲା ଗୁଗଲ୍ ମ୍ୟାପ୍‌!

ବାଟବଣା କଲା ଗୁଗଲ୍ ମ୍ୟାପ୍‌!

ବାଲିଗୁଡା: ଗାଜଲବାଡି ଘାଟିରେ ତଳକୁ ଖସିଲା ବନ୍ଧାକୋବି ବୋଝେଇ ଟ୍ରକ୍ । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସହ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ସମସ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଗୁଗଲ୍ ମ୍ୟାପ୍ ନେଟୱାର୍କ କଟିଯିବାରୁ ଅନ୍ଧାରରେ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ମଧ୍ୟପ୍ରଦେଶରୁ ବନ୍ଧାକୋବି ବୋଝେଇ କରି ହିଞ୍ଜିଲିକାଟୁ ଯାଉଥିଲା ଟ୍ରକ୍ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking