30.1 C
Bhubaneswar
Sunday, May 17, 2026
Homeଓଡିଶାନଦୀରୁ ନରକଙ୍କାଳ ଉଦ୍ଧାର

ନଦୀରୁ ନରକଙ୍କାଳ ଉଦ୍ଧାର

ବଲାଙ୍ଗିର: ସୁକତେଲ ନଦୀର କୁନିଆପଲ୍ଲୀ ଘାଟରୁ ଏକ ନରକଙ୍କାଳ ଉଦ୍ଧାର କରାଯାଇଛି। ଉଦ୍ଧାର କଙ୍କାଳର ପରିଚୟ ଅସ୍ପଷ୍ଟ ରହିଛିସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସଦର ଥାନା କୁମିଆପାଲି ଗାଁ ସୁକତେଲ ନଦୀରୁ ପୁଲିସ ଏକ ନର କଙ୍କାଳ ଉଦ୍ଧାର କରିଛି। ଗ୍ରାମବାସୀଙ୍କ ପାଖରୁ ଖବର ପାଇ ସଦର ପୁଲିସ ନରକଙ୍କାଳ ଉଦ୍ଧାର କରିଛି। ଉଦ୍ଧାର କଙ୍କାଳ କାହାର ତାହା ଅସ୍ପଷ୍ଟ ରହିଥିବା ବେଳେ ପ୍ରାୟ ୨ମାସ ତଳେ ନିଖୋଜ ଥିବା ବଲାଙ୍ଗିର ଜିଲା ଲରମ୍ଭା ଥାନା ଫଟାମୁଣ୍ଡା ଗାଁର ପ୍ରଶାନ୍ତ ଡୁଡୁକାଙ୍କ ହୋଇଥିବା ପୁଲିସ ସନ୍ଦେହ କରିଛି। ଦୁଇ ମାସ ତଳେ ଗାଁ ସୁକତେଲ ନଦୀକୁ ଗାଧୋଇବାକୁ ଯାଇ ପ୍ରଶାନ୍ତ ଫେରିନଥିଲେସେଠି ପାଇଁ ପରିବାର ଲୋକେ ଥାନାରେ ନିଖୋଜ ଥିବା ଅଭିଯୋଗ କରିଥିଲେତେବେ କଙ୍କାଳ ଉଦ୍ଧାର କରି ଡିଏନଏ ଟେଷ୍ଟ ପାଇଁ ପଠାଇଛି ସଦର ଥାନା ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking