26.1 C
Bhubaneswar
Wednesday, February 4, 2026
Homeଓଡିଶାକୂଅରେ ପଡି ହାତୀ ଛୁଆ ମୃତ

କୂଅରେ ପଡି ହାତୀ ଛୁଆ ମୃତ

ରଣପୁର: ନୟାଗଡ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୂଅରେ ପଡି ହାତୀ ଛୁଆ ମୃତ୍ୟୁ ଘଟିଛି । ସୂଚନା ଅନୁସସାରେ, ପାତେଳେଶ୍ୱର ଗାଁ ନିକଟ କୂଅରେ ପଡି ହାତୀ ଛୁଆର ମୃତ୍ୟୁ ଘଟିଛିି । ମୃତ ହାତୀ ଛୁଆଟିର ବୟସ ପାଖାପ ୪ ବର୍ଷ ହୋଇଥିବା ନେଇ ସୂଚନା ମିଳିଛି । କୂଅରୁ ହାତୀର ମୃତଦେହ ଉଦ୍ଧାର କଲେ ରଣପୁର ବନାଞ୍ଚଳ କର୍ମଚାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking