24.1 C
Bhubaneswar
Friday, February 6, 2026
Homeଓଡିଶାସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ୱର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ସମ୍ଭାବନା ରହିଛି ।  ଏନେଇ ସୂଚନା ଦେଇଛନ୍ତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏବେ ୪ ଲକ୍ଷ ମିଳୁଛି କ୍ଷତିପୂରଣ, ୧୦ ଲକ୍ଷକୁ ବୃଦ୍ଧି ସୁପାରିସ ହୋଇଛି । ଏନେଇ ସୁପ୍ରିମ କୋର୍ଟଙ୍କ ଗାଇଡ ଲାଇନ ଆସିଥିବା ସୂଚନା ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ । ସୂଚନାଥାଉକି ବର୍ଷା ଦିନେ ଅନେକ ଲୋକଙ୍କ ସାପ କାମୁପଡାରେ ଜୀବନ ଯାଇଥାଏ । ରାସ୍ତା ଘାଟ, ଘର, ଜମିରେ ପାଣି ଜମି ରହିବା ଫଳରେ ସାପମାନେ ଆସିଥାନ୍ତି । ଘରୁ ବାହାରକୁ ବାହାରିବା ବେଳେ ସାପ କାମୁଡାର ଶିକାର ହୋଇଥାନ୍ତି ଲୋକେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking