26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶକାଲି ୧୧:୩୦ରେ ନୀତିଶଙ୍କ ଶପଥ ଉତ୍ସବ

କାଲି ୧୧:୩୦ରେ ନୀତିଶଙ୍କ ଶପଥ ଉତ୍ସବ

ବିହାର: ପାଟନାର ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ଦିନ ୧୧ଟା ୩୦ରେ ଶପଥ ନେବେ ନୀତିଶ କୁମାର। ଐତିହାସିକ ଗାନ୍ଧି ମୈଦାନରେ ହେବ ଶପଥ ସମାରେହ ଉତ୍ସବ। ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ। ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଆଜି ବିହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ଏନଡିଏ ବିଧାୟକ ଦଳର ନେତା ଚୟନ କରାଯିବ। ନୀତିଶ କୁମାର ଆସନ୍ତାକାଲି (ଗୁରୁବାର) ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଏହା ସହ ଅନେକ ନେତା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଭାବରେ ଶପଥ ନେବେ। ଆଜି ହେବାକୁ ଥିବା ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ବିଧାୟକ ଦଳ ନେତା ଚୟନ ହେବଏନେଇ ଦଳ ସମସ୍ତ ୮୯ ନବନିର୍ବାଚିତ ବିଧାୟକ ଏବଂ ୨୧ ବିଧାନ ପରିଷଦ ସଦସ୍ୟଙ୍କୁ ସୂଚନା ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking