19.1 C
Bhubaneswar
Saturday, February 7, 2026
Homeଓଡିଶାରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ

ରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିଲାଣି ଶୀତ । ଭୁବନେଶ୍ୱରରେ ରେକର୍ଡ କଲା ଶୀତ । ଗତ ୨୪ ଘଣ୍ଟାରେ ରାଜଧାନୀରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ସବୁଠାରୁ ଥଣ୍ଡା ରାତି ବୋଲି କହିଛି ପାଣିପାଗ ବିଭାଗ । ସେପଟେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ତାପମାତ୍ରା ଖସିଛି ।  ଗତ ୨୪ ଘଣ୍ଟାରେ ଝାରସୁଗୁଡା ୯.୮ ଡିଗ୍ରୀ, ରାଉରକେଲା ୧୦ ଡିଗ୍ରୀ,  କେନ୍ଦୁଝର ୧୧ ଡିଗ୍ରୀ, ସମ୍ବଲପୁର ୧୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଚାନ୍ଦବାଲି ଓ ହୀରାକୁଦ ୧୫ ଡିଗ୍ରୀ, ପାରାଦୀପ ୧୫.୨, ଗୋପାଳପୁର ୧୫.୬, ବାଲେଶ୍ୱର ୧୫.୭ ଓ ପୁରୀ ୧୭.୫ ଡିଗ୍ରୀ ରେକର୍ଡ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking