14.1 C
Bhubaneswar
Monday, December 8, 2025
Homeଓଡିଶାଶିମିଳିପାଳରେ ଖସୁଛି ପାରଦ: ବଢୁଛି ଶୀତ

ଶିମିଳିପାଳରେ ଖସୁଛି ପାରଦ: ବଢୁଛି ଶୀତ

ମୟୂରଭଞ୍ଜ:  ମୟୂରଭଞ୍ଜ ଜିଲ୍ଲାର ଶିମିଳପାଳ ଅଞ୍ଚଳରେ ଦିନକୁଦିନ ତଲମୁହଁକ୍ଷ ହେଉଛି ପାରଦ ଆଜିର ସର୍ବନିମ୍ନ ତାପମାତ୍ରା ଛଅ ଡିଗ୍ରୀ । ଉପରବାରାକାମୁଡ଼ା ୮ ଡିଗ୍ରୀ, ଚହଲା ରେ ୮, ନଅଣାରେ ୧୧, ବରେହିପାଣିରେ ୧୧, ରାମତିର୍ଥରେ ୧୬, ଗୁରୁଗୁଡ଼ିଆ ରେ ୧୨, ସାତକୋଶିଆରେ ୧୬ ଡିଗ୍ରୀ ରେକର୍ଡ ହୋଇଛି । ପୂର୍ବ ବର୍ଷ ମାନଙ୍କରେ ତାପମାତ୍ରା ସୁନ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସି ଥିବା ନଜିର ଥିବା ବେଳେ ଚଳିତବର୍ଷ ପାରଦ ଆହୁରି ତଳକୁ ଖସିବାର ଅନୁମାନ କରାଯାଉଛି । ତେବେ ପାରଦ ତଳ ମୁହାଁ ହେଉଥିବା ଯୋଗୁଁ ପ୍ରବଳ ଶୀତ ଅନୁଭୂତ ହେଉଥିବା ଲକ୍ଷ୍ୟ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking