18.1 C
Bhubaneswar
Saturday, December 6, 2025
Homeଓଡିଶାନୂଆପଡା ଉପନିର୍ବାଚନ; ଆସନ୍ତାକାଲି ସାଢେ ୫ରୁ ମକ ପୋଲ: ସିଇଓ

ନୂଆପଡା ଉପନିର୍ବାଚନ; ଆସନ୍ତାକାଲି ସାଢେ ୫ରୁ ମକ ପୋଲ: ସିଇଓ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପ୍ରସ୍ତୁତି ନେଇ ସିଇଓ ସୂଚନା ଦେଇଛନ୍ତି । କହିଛନ୍ତି , କାଲି ସାଢେ ୫ରୁ ମକ ପୋଲ ଆରମ୍ଭ ହେବ । ମକ ପୋଲ ପରେ ଟାରୁ ଆରମ୍ଭ ହେବ ମତଦାନ । ସୁନାବେଡାର ୮ଟି ବୁଥରେ ଅପରାହ୍ନ ୪ଟାରେ ସରିବ ମତଦାନ । ଅନ୍ୟ ବୁଥମାନଙ୍କରେ ଅପରାହ୍ମ ୫ଟା ଯାଏଁ ମତଦାନ । ସମୟ ସରିବା ପୂର୍ବରୁ ଯେଉଁମାନେ  ଧାଡିରେ ଥିବେ ଭୋଟ ଦେଇପାରିବେ । ଇଭିଏମ ତ୍ରୁଟି ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ରିଜର୍ଭ ରୁମରୁ ଆସିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking