16.1 C
Bhubaneswar
Saturday, December 6, 2025
Homeଓଡିଶାନୂଆପଡାର ଆଦିବାସୀ ଅବହେଳାର ଶିକାର: ସିଏମ୍‌

ନୂଆପଡାର ଆଦିବାସୀ ଅବହେଳାର ଶିକାର: ସିଏମ୍‌

ନୂଆପଡା: ନୂଆପଡାର ଅଭୟାରଣ୍ୟ ଭିତରେ ଥିବା ସୁନାବେଡା ଗାଁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆପଡାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି କହିଲେ ମୁଖ୍ୟମନ୍ତ୍ରୀ । ସୁନାବେଡା ଗାଁରେ ମୁଖ୍ୟମନ୍ତ୍ରୀ ପହଞ୍ଚି କହିଛନ୍ତି ଯେ ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି । ଖାଲି ଭୁବନେଶ୍ୱରରେ ରହି କହିଲେ ଆପଣମାନେ ଖୁସି ତ । ବିରୋଧୀଦଳ ନେତା ତାଙ୍କ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇକି ଯାଉନାହାନ୍ତି । ନବୀନ ବାବୁ ଯଦି ଆପଣଙ୍କ ଅଞ୍ଚଳକୁ ଆସିବେ ତେବେ କି ଭାଷାରେ କହିବେ । କେବଳ ଇଂଲିଶରେ କହିବେ, ୩୦ ବର୍ଷ ହେଲା ଆସି ଓଡିଆ ଶିଖିପାରିଲେନି । ମୁଁ ଆଦିବାଦୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking